Monalisa Priyadarshini Nanda

Meet On:

ତାଙ୍କ ଲେଖା ଗୁଡିକୁ ପଢନ୍ତୁ

ପରିଚୟ : ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ, ଠିକଣା - ଅରୁଣ କର. ଗ୍ରାମ- ବେଦପୁର, ପୋଷ୍ଟ /ଥାନା- ବାଙ୍କୀ, ଜିଲ୍ଲା- କଟକ । ବୃତ୍ତିଗତ ଜୀବନରେ ଜଣେ ଶିକ୍ଷୟିତ୍ରୀ ଭାବେ ନିୟୋଜିତ ରହି ନିଜର ସାରସ୍ଵତ ଆଗ୍ରହକୁ କେବେହେଲେ ଅଣଦେଖା କରିପାରି ନାହାନ୍ତି ସେ । ଅନେକ ଗଳ୍ପ ଓ କବିତା ରଚନା କରି ସେ ଅନେକ ପ୍ରଶଂସାର ଅଧିକାରିଣୀ । ଓଡିଶାର ଅନେକ ପତ୍ର ପତ୍ରିକାରେ ତାଙ୍କ ସାରସ୍ଵତ ସୃଷ୍ଟି ଗୁଡିକ ସର୍ବଦା ପୃଷ୍ଠା ମଣ୍ଡନ କରି ଆସୁଅଛି ।