Meet On:

ତାଙ୍କ ଲେଖା ଗୁଡିକୁ ପଢନ୍ତୁ

ପରିଚୟ : ସତ୍ୟ ପ୍ରକାଶ ସେଠୀ, ଗ୍ରାମ- ରାଣୀପଡା, ପୋଷ୍ଟ- ତରାଗୋ, ଜିଲ୍ଲା- ଭଦ୍ରକ । ବୃତ୍ତିଗତ ଜୀବନରେ ଭଦ୍ରକସ୍ଥିତ କୋପରେଟିଭି ସୋସାଇଟ କାର୍ଯ୍ୟାଳୟରେ ଉପ-ସହକାରୀ ରେଜିଷ୍ଟାର ଭାବେ ଅବସ୍ଥାପିତ । ନିଜର ବୃତ୍ତିଗତ ଜୀବନର ବ୍ୟସ୍ତତା ମଧ୍ୟରେ ବି ସେ ସାହିତ୍ୟର ନିଶାକୁ ଛାଡି ପାରିନାହାନ୍ତି । ସେ ଏକାଧାରରେ ଓଡିଆ ସାହିତ୍ୟର ଜଣେ ବ୍ୟାକରଣାଚାର୍ଯ୍ୟ, କବି, ଗାଳ୍ପିକ ଓ ପ୍ରାବନ୍ଧିକ ଅଟନ୍ତି ।